ପୁଣି ନାବାଳିକା ବଳାତ୍କାର

0

ବାଲେଶ୍ୱର: ଚାନ୍ଦିପୁର ଥାନା ଅଧୀନ ଶ୍ରିକୋଣ ଆଦିବାସୀ ସାହିରେ ଜନୈକା ୫ ବର୍ଷର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରୀ ବାଣ୍ଠୁ ମାରାଣ୍ଡିଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ବଳାତ୍କାରୀ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି।

Leave A Reply