ବିବାହ ଉଦ୍ୟମ ପଣ୍ଡ : ନାବାଳିକା ଉଦ୍ଧାର

0

କନ୍ଧମାଳ : କନ୍ଧମାଳ ଜିଲା ଟିକାବାଲି ଥାନା ଅର୍ନ୍ତଗତ ଦଶଘରିଆ ଗ୍ରାମରୁ ବାଲ୍ୟବିବାହ ଆୟୋଜନ ପୂର୍ବରୁ ଜନୈକ ନାବାଳିକାକୁ ଉଦ୍ଧାର କରାଯାଇଛି । ବିବାହ ପାଇଁ ପୁଅଘର ଲୋକମାନେ ନାବାଳିକାକୁ ଆଣି ନିଜ ଘରେ ରଖିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଖବରପାଇ ଟିକାବାଲି ସିଡିପିଓ ଏବଂ କନ୍ଧମାଳ ଚାଇଲ୍ଡ ଲାଇନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

Leave A Reply