ଚକୋଲେଟ ମଗ୍‍ ମିଲ୍କସେକ୍‍

ଆବଶ୍ୟକ ସାମଗ୍ରୀ
ଚକୋଲେଟ ଆଇସକ୍ରିମ – ୪କପ
ଫୁଟା କ୍ଷୀର – ୨କପ
ଚିନି – ଆବଶ୍ୟକ ପରିମାଣରେ
ମାଟିଆ ଚିନି – ଅଳ୍ପ
ଡ଼ାଲଚିନି ଗୁଣ୍ଡ – ୧ ଚାମଚରୁ କମ
ପ୍ରସ୍ତୁତି ପ୍ରଣାଳୀ – ଚକୋଲେଟ ଆଇସକ୍ରିମ, ଫୁଟା କ୍ଷୀର, ମାଟିଆ ଚିନି, ଚିନି, ଡ଼ାଲଚିନି ଗୁଣ୍ଡକୁ ପକାଇ ଭଲ ଭାବେ ଗ୍ରାଇଣ୍ଡରେ ପେଷି ଦିଅନ୍ତୁ। ପେଷିବା ପରେ ଏହାକୁ ଏକ କାଚ ପାତ୍ରକୁ କାଢି ପିଅନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ ମଗ୍‍ ମିଲ୍କସେକ୍‍ ।

Comments are closed.