ଜାଣନ୍ତୁ କେଉଁ ପାତ୍ରରେ ଭୋଜନ କଲେ, କି ଫଳ ମିଳେ !

0

ସୁନା ପାତ୍ର: ସୁନା ପାତ୍ରରେ ଭୋଜନ କରିବା ଦ୍ବାରା ଲକ୍ଷ୍ମୀବନ୍ତ ହେବା ସହ ବିଦ୍ୟା, ଜ୍ଞାନ ଓ ଆୟୁ ବୃଦ୍ଧି ହୁଏ ।

ରୁପା ପାତ୍ର: ରୁପା ପାତ୍ରରେ ଭୋଜନ କଲେ ମନୁଷ୍ୟ ରାଜ ତୁଲ୍ୟ ବୁଦ୍ଧିବନ୍ତ ଓ ନ୍ୟାୟାବନ୍ତ ହେବା ସହ ସୌଭାଗ୍ୟରେ ମଧ୍ୟ ବୃଦ୍ଧି ହୋଇଥାଏ ।

ତମ୍ବା ପାତ୍ର: ତମ୍ବା ପାତ୍ରରେ ଭୋଜନ କଲେ ଦେବତୁଲ୍ୟ ଶରୀର ପାଇବା ସହ ଧନ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ।

ପିତ୍ତଳ ପାତ୍ର: ଏହି ପାତ୍ରରେ ଭୋଜନ କରିବା ଦ୍ବାରା ଆତ୍ମାରେ ପବିତ୍ରତା ଆସିଥାଏ ।

ରସ ପାତ୍ର: ଏହି ପାତ୍ରରେ ଭୋଜନ କଲେ ମାନସିକ ଚିନ୍ତାଧାରା ବିଚଳିତ ହେବା ସହ ମନରେ ଅସ୍ଥିରତା ଆସିଥାଏ ।

ଷ୍ଟିଲ ବା ଲୌହ ପାତ୍ର: ଏହି ପାତ୍ରରେ ଭୋଜନ କଲେ ବୁଦ୍ଧିହୀନ ସହ ଅସ୍ଥିରତା ଓ ବାୟୁ ଜନିତ ରୋଗ ଶରୀରରେ ଦେଖା ଦିଏ ।

କଦଳୀ ପତ୍ର ଓ ଶାଳ ପତ୍ର:  କଦଳୀ ପତ୍ର ଓ ଶାଳ ପତ୍ରରେ ଭୋଜନ କରିବା ଦ୍ବାରା ଆୟୂଷ ବୃଦ୍ଧି ହୋଇଥାଏ ।

Leave A Reply