ଏମସିଏଲ୍‌ର ଦୁଇ ଖଣି ବନ୍ଦ

0

ଅନୁଗୁଳ: ତାଳଚେରସ୍ଥିତ ଏମ୍ସିଏଲ୍ର ହିଙ୍ଗୁଳା ଓ ବଳରାମ ଓପନ୍ କାଷ୍ଟ କୋଇଲା ଖଣି ବନ୍ଦ ହୋଇଯାଇଛି। ଡଅଂରା ଠାରୁ ବଳରାମ ପ୍ରସାଦ ପର୍ୟ୍ୟନ୍ତ ବିଦ୍ୟୁତ ଲାଇନ ଟଣା ନ ଯିବା ପ୍ରତିବାଦରେ ବଳରାମ ପ୍ରସାଦ ଓ କୁମୁଣ୍ଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏହି ଖଣି ବନ୍ଦ କରିଛନ୍ତି

Leave A Reply