ଖଣ୍ଡାରେ ହାଣି ବୃଦ୍ଧାଙ୍କୁ ହତ୍ୟା ଅଭିଯୋଗ

0

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା ଛାମଣ୍ଡାଡିହ ଗ୍ରାମରେ ଖଣ୍ଡାରେ ହାଣି ଜଣେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜମି ଜମା ଗଣ୍ଡଗୋଳରୁ ତାଙ୍କ ପଡୋଶୀ ତାଙ୍କୁ ଖଣ୍ଡାରେ ହାଣିଛନ୍ତି। ଅଭିଯୁକ୍ତ ପଡୋଶୀ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply