୩ ନକଲି ମାଓବାଦୀ ଗିରଫ

0

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନୟାକୋଟ ପୁଲିସ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି । ମାଓବାଦୀ ନାମରେ ସେମାନେ ବିଭିନ୍ନ ସ୍ଥାନରୁ ଦାଦାବଟି ନେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭତ୍ତି କରି ପୁଲିସ ଛାନଭିନ କରିବା ପରେ ସେମାନଙ୍କୁ ଗିରଫ କରିଛି । ଗିରଫ ବେଳେ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୩ ଗୁଳି ଜବତ ହୋଇଛି । ଏକ କାରାଖାନା ମାଲିକଙ୍କୁ ୩ କୋଟି ଟଙ୍କା ମାଗଥିବା ନେଇ ଅଭିଯୋଗ ହୋଇଥିଲା ।

Leave A Reply