ନିର୍ମାଣଧୀନ ସିଆପିଏଫ କ୍ୟାମ୍ପ ଉଡ଼ାଇଲେ ମାଓବାଦୀ

ଭବାନୀପାଟଣା : ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁରରେ ବିସ୍ଫୋରଣ କରି ରବିବାର ନିର୍ମାଣଧୀନ ସିଆପିଏଫ କ୍ୟାମ୍ପକୁ ମାଓବାଦୀ ମାନେ ଉଡ଼ାଇଦେଇଥିବା ଜଣାପଡ଼ିଛି। ଏଥିରେ ସିଆରପିଏଫ କ୍ୟାମ୍ପ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ କେହି ମୃତାହତ ହୋଇଥିବା ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।

Comments are closed.