ପ୍ରେମ ପାଇଁ ମୁଖ୍ୟସ୍ରୋତରେ ସାମିଲ ହେଲେ ୨ ମାଓବାଦୀ

0

ଅନୁଗୁଳ: ପ୍ରେମ ପାଇଁ ମାଓ ସଂଗଠନ ଛାଡିଲେ ଦୁଇ ଜଣ ମାଓବାଦୀ । ମଙ୍ଗଳବାର ଦିନ ଅନୁଗୁଳ ଏସ୍‌ପିଙ୍କ ନିକଟରେ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ହେଲେ ଦୟାନନ୍ଦ ଏବଂ ଜଲି ଦେହୁରୀ । ଏମାନଙ୍କ ପ୍ରେମ ସଂମ୍ପର୍କକୁ ମାଓ ସଂଗଠନ ପକ୍ଷରୁ ବିରୋଧ କରାଯିବାରୁ ମୁଖ୍ୟସ୍ରୋତକୁ ଫେରିଛନ୍ତି ପ୍ରେମୀ ଯୁଗଳ । ଏହି ଦୁଇ ଜଣ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ ଭାବେ କାର୍ୟ୍ୟ କରୁଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଦୟାନନ୍ଦ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା।

 

Leave A Reply