ମାଓ ବିରୋଧୀ ପୋଷ୍ଟର

0

ରାୟଗଡ଼ା : ମୁନିଗୁଡ଼ା ବସ୍‍ଷ୍ଟାଣ୍ଡ ଏବଂ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ମାଓ ବିରୋଧୀ ପୋଷ୍ଟର ଲାଗିଛି।  ଦୁଇଟି ପୃଥକ ସ୍ଥାନରେ ଲାଗିଥିବା ଏହି ପୋଷ୍ଟର ଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ଅତ୍ୟାଚାରକୁ ବିରୋଧ କରାଯାଇଛି। ରାଜ୍ୟର ପ୍ରଥମ ନକ୍ସଲ ବିରୋଧୀ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ତରଫରୁ ଲଗାଯାଇଥିବା ଏହି ପୋଷ୍ଟର କେତେକ ବସରେ ମଧ୍ୟ ଦେଖିବାକୁ  ମିଳିଛି।

Leave A Reply