କୋର୍ଟ ହତାରୁ ମାଓବାଦୀ ଚମ୍ପଟ

0

ନୂଆପଡ଼ା : ମାଓବାଦୀ ମନୋଜ ମାଡ଼କାମୀ କୋର୍ଟ ପରିସରରୁ ଖସି ପଳାଇବା​ରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଘର ଛତିଶଗଡ଼ ବିଜାପୁରରେ  ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ମେ ମାସ ୩୦ରେ ମନୋଜ ଗିରଫ ହୋଇଥିଲା। ତାଙ୍କ ନାମରେ ଓଡ଼ିଶା ଏବଂ ଛତିଶଗଡ଼ରେ ବହୁ ମାମଲା ରହିଛି । ତାକୁ ଧରାଇ ଦେବାକୁ ୪ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା ହୋଇଥିଲା । ଆଜି ହାଜିରା ପାଇଁ ତାଙ୍କୁ ଜେଲରୁ ନୂଆପଡ଼ା ଏସ୍‍ଡ଼ିଜେଏମ୍‍ କୋର୍ଟକୁ ଅଣାଯାଇଥିଲା । ସେହି ସମୟରେ ସେ ଫେରାର ହୋଇଯାଇଥିଲା।

Leave A Reply