ଜାଲ ନୋଟ କାରବାରରେ ୩ଗିରଫ

0

ମାଲକାନଗିରି : ମାଲକାନଗିରି ଜିଲାରେ ଜାଲନୋଟ କାରବାରରେ ସପୃକ୍ତ ଥିବା ତିନି ଜଣ ଗିରଫ ହୋଇଥିବା ଜଣାପଡିଛି। ଏମଭି-୧୩ ଅଞ୍ଚଳରୁ ୨ଜଣ ଏବଂ ପାଣ୍ଡିରିପାଣି ଅଞ୍ଚଳରୁ ଜଣେ ଗିରଫ ହୋଇଛନ୍ତି । ଗିରଫ କରି ସେମାନଙ୍କ ଠାରୁ ୧୨ଟି ୫୦୦ଟଙ୍କିଆ ଏବଂ ୧୪ଟି ୨୦୦୦ଟଙ୍କିଆ ଜାଲ ନୋଟ ପୁଲିସ ଜବତ କରିଛି । ଗଞ୍ଜେଇ କିଣି ଜାଲ ନୋଟ ଦେଇଥିବା ଅଭିଯୋଗରେ ସଂପୃକ୍ତ ତିନି ଜଣ ଗିରଫ ହୋଇଥିବା ଜଣାପଡିଛି।

Leave A Reply