ଆଦିବାସୀ ମହାସଂଘ ପକ୍ଷରୁ ରାସ୍ତା ଅବରୋଧ

0

ମାଲକାନଗିରି : ମାଲକାନଗିରି ଜିଲା ଆଦିବାସୀ ମହାସଂଘ ଓ ଚାଷୀଙ୍କ ପକ୍ଷରୁ ଗୁରୁବାର ରାଜ ରାସ୍ତା ଅବରୋଧ କରାଯାଇଛି। ଚାଷୀଙ୍କୁ ଉଚିତ ପ୍ରାପ୍ୟ, ମଣ୍ଡିରେ ପଡି ରହିଥିବା ଧାନକୁ ତୁରନ୍ତ କ୍ରୟ କରିବା ପ୍ରଭୃତି ସମସ୍ୟାକୁ ନେଇ ଏହି ରାସ୍ତା ରୋକ ହୋଇଛି। ମାଲକାନଗିରି ଜିଲାର ପଦ୍ମଗିରି ଛକ ଓ ପାଣ୍ଡ୍ରିପାଣି ଠାରେ ରାସ୍ତା ରୋକ କରାଯିବାରୁ ମାଲକାନଗିରି ଓ ଜୟପୁର ମଧ୍ୟରେ ଯାତାୟାତ ବାଧା ପ୍ରାପ୍ତ ହୋଇଛି ।

Leave A Reply