ମହାନଦୀ ପୋଲରେ ଦୁର୍ଘଟଣା

0

ଚଳିତବର୍ଷର ସବୁଠାରୁ ବଡ଼ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା କଟକ-ଜଗତପୁର ରାସ୍ତାର ମହାନଦୀ ପୋଲ ଉପରେ। ଅନୁଗୋଳରୁ କଟକ ଆସୁଥିବା ଜଗନ୍ନାଥ ନାମକ ଏକ ଘରୋଇ ବସ୍‍ ପ୍ରଥମେ ଏକ ମଇଁଷ ସହିତ ପିଟି ଭାରସାମ୍ୟ ହରାଇବା ପରେ ବାଡ଼ା ଭାଙ୍ଗି ପୋଲ ତଳକୁ ଖସି ପଡ଼ିଥିଲା। ଏଥିରେ ୧୨ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।

Leave A Reply