ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା

ଭବାନୀପାଟଣା : କଳାହାଣ୍ଡିର ଇଷ୍ଠଦେବୀ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ ହୋଇଛି । ମା ମାଣିକେଶ୍ୱରୀଙ୍କ  ଛତର ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ତେବେ ଚଳିତବର୍ଷ ପ୍ରାୟ ୫୦ ହଜାରୁ  ଅଧିକ ପଶୁପକ୍ଷୀ ବଳି ଦିଆ ଯାଇଥିବା ଜଣାପଡିଛି । ଭବାନୀପାଟଣା ସହର ଏକପ୍ରକାର ରକ୍ତ ରଞ୍ଜିତ ହୋଇପଡିଛି ।  କଳାହାଣ୍ଡି ଜିଲ୍ଲାପାଳ ଡା.ଗିଭିଲ ପରାଗ ହର୍ଷଦ,ଏସ୍ ପି ବାତୁଲା ଗଙ୍ଗାଧର ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି ।

Comments are closed.