ଡକାୟତି ଯୋଜନା ବେଳେ ଗିରଫ ହେଲେ ହାଇୱେ ଲୁଟେରା

0

କୋରାପୁଟ: ଡକାୟତି ଯୋଜନା କରୁଥିବା ବେଳେ କିଛି ହାଇୱେ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ । ଘଟଣାସ୍ଥଳରୁ ୪ ଜଣଙ୍କୁ  ଗିରଫ କରାଯାଇଥିବା ବେଳେ ୩ ଜଣ ଫେରାର ଅଛନ୍ତି । ଗିରଫ ବେଳେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବୋଲେରୋ ଗାଡି, ଖଣ୍ଡା, ପିସ୍ତଲ ଜବତ ହୋଇଛି ।

Leave A Reply