ଏଟିଏମ୍ ଭାଙ୍ଗି ଲୁଟ୍

0

ଖୋର୍ଦ୍ଧା : ଖୋର୍ଦ୍ଧା ସଦର ଥାନା ନନ୍ଦପୁର ବଜାରରେ ଥିବା ଏକ ଏଟିଏମ୍ ରୁ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏକ ଇଣ୍ଡିକ୍ୟାସ ଏଟିଏମକୁ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ୧୫ ଦିନ ମଧ୍ୟରେ ବାରମ୍ବାର ଏହିଭଳି ଘଟଣା ଘଟିବାରେ ଲାଗିଛି। ପୂର୍ବରୁ ଜଟଣୀ, ତୁଳସୀପୁର ଓ ନିରାକାରପୁରରେ ଏଟିଏମ୍ ଭାଙ୍ଗି ଡକାୟତମାନେ ଲୁଟ୍ କରିଥିଲେ। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ। ପୁଲିସ ଏନେଇ ତଦନ୍ତ ଜାରି ରଖିଛି।

Leave A Reply