ଆକ୍ରମଣ କରି ଲୁଟ୍ ଅଭିଯୋଗ

0

କଲ୍ୟାଣସିଂହପୁର : ଛୁରା ମାରି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ଅପରାହ୍ନ ସମୟରେ ଧାମଲିଆ ପାଖରେ ୩ଜଣ ଦୁର୍ବୃତ୍ତ କର୍ମଚାରୀଙ୍କୁ ଛୁରା ମାରି ୫୦ହଜାର ଟଙ୍କା ଲୁଟ କରି ନେଇଛନ୍ତି। କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କର୍ମଚାରୀଙ୍କ ଘର ରାୟଗଡା ଅଞ୍ଚଳର ବୋଲି ଜଣାପଡିଛି। ସେ ସିକରପାଇ ଅଞ୍ଚଳରୁ ଋଣ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଲୁଟ କରିଥିଲେ।

Leave A Reply