ଦିନ ଦ୍ବିପହରରେ ଲୁଟ୍ ଅଭିଯୋଗ

0

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଅପରାହ୍ନ ୪ଟା ସମୟରେ ଦୁର୍ବୃତ୍ତ ମାନେ ଫାଙ୍କା ଗୁଳି ଚଳାଇ ଟଙ୍କା ଲୁଟି ନେଇଛନ୍ତି । ଓଡିଶୀ ମୋଟର୍ସ କିଛି କର୍ମଚାରୀ ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ଏକ ଧଳା ଆପାଚି ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଠାରୁ ନଗଦ ଟଙ୍କା ସହ ଲାପଟପ ଓ ଅତି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଲୁଟି ନେଇଛନ୍ତି । ତେବେ କେତେ ଟଙ୍କା ଲୁଟ ହୋଇଛି ଏଯାଏଁ ଜଣାପଡ଼ିନାହିଁ ।

Leave A Reply