ଦିନ ଦ୍ୱିପ୍ରହରରେ ଲୁଟି ନେଲେ ୬୦ ଲକ୍ଷ

0

ଖୋର୍ଦ୍ଧା: ଦିନ ଦ୍ୱିପ୍ରହରରେ ୬୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ଅପରାହ୍ନରେ ଏକ ଘରୋଇ କମ୍ପାନୀର ୨ ଜଣ କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଦୁର୍ବୃତ୍ତମାନେ ଗୋଟିଏ ନାଲି ଓ ୨ଟି କଳା ପଲସର୍‌ରେ ଆସିଥିଲେ । ଏନେଇ ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି ।

Leave A Reply