ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍ ଅଭିଯୋଗ

0

ସମ୍ବଲପୁର: ଆନ୍ଧ୍ର ବ୍ୟାଙ୍କରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଜମନକିରା ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଥିବା ଆନ୍ଧ୍ର ବ୍ୟାଙ୍କରେ ଦିନ ଦ୍ବିପ୍ରହରରେ ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପସି ଆସିଥିଲେ ।  ଦୁର୍ବୃତ୍ତ ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଆତଙ୍କିତ କରିବା ପରେ କାଉଣ୍ଟରରୁ ୧୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ।

Leave A Reply