ଘରୋଇ କର୍ମଚାରୀଙ୍କ ଠାରୁ ଲୁଟ ଅଭିଯୋଗ

0

ବାଲେଶ୍ୱର: ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କ ଠାରୁ ୬୦ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋର ଆରୁହ ଛକ ନିକଟରେ ଆଜି ଦିନ ୧୧ଟା ସମୟରେ ୨ଜଣ ଦୁବୁର୍ତ୍ତ ଆସି କର୍ମଚାରୀଙ୍କ ଗାଡିକୁ ଧକ୍କା ଦେଇଥିଲେ। ତାପରେ କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ପରେ ଟଙ୍କା ଛଡାଇ ନେଇଥିଲେ।
ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave A Reply