ଫାଇନାନ୍ସ ସଂସ୍ଥା ଲକରରୁ ୧୮ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

0

ବରଗଡ: ଭଟଲି ଛକ ନିକଟରେ ଥିବା ଭାରତ ଫାଇନାନ୍ସ ସଂସ୍ଥା କାର୍ଯ୍ୟାଳୟରୁ ଲୁଟ ହୋଇଥିବା ଜଣାପଡିଛି । ଗୁରୁବାର ଦିନ ଚାରି ଜଣ ଦୁର୍ବୃତ୍ତ କାର୍ଯ୍ୟାଳୟରେ ପସି କର୍ମଚାରୀଙ୍କ ଧମକ ଦେଇ ଲକରରୁ ୧୮ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଥିବା ​‌କରିଥିଲେ ହେଁ ଏଯାବତ୍ କାହାକୁ ଗିରଫ କରାଯାଇନାହିଁ ।

Leave A Reply