ତାଲା ଭାଙ୍ଗି ଘରୁ ଲୁଟିନେଲେ ଦୁର୍ବୃତ୍ତ

0

ଖନ୍ତାପଡା: ବାଲେଶ୍ବର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ବିଜେପୁରରେ ଘରୁ ତାଲା ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗାଁର ଜୟନ୍ତ ବେହେରାଙ୍କ ଘର ତାଲା ଭାଙ୍ଗି ୩ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଜିନିଷପତ୍ର ଲୁଟି ନେଇଛନ୍ତି ଦୁର୍ବୃତ୍ତମାନେ । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply