ରାଜ ରାସ୍ତାରେ ବନ୍ଧୁକ ମୁନରେ ଲୁଟ୍

ଜଗତସିଂହପୁର : ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୁଟିଙ୍ଗ ନିକଟରେ ଶନିବାର ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନାଗହଣ ଲୁଟ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରରୁ କାର ଯୋଗେ ଗୋଟିଏ ପରିବାର ଫେରୁଥିବାବେଳେ ତିର୍ତ୍ତୋଲ ଥାନା ପୁଟିଙ୍ଗ ନିକଟରେ ଲୁଟର ଶିକାର ହୋଇଛନ୍ତି।  ଜଣ ଲୁଟେରା ୨ଟି ବାଇକରେ ଆସି କାରକୁ ଅଟକାଇ ବନ୍ଧୁକ ଦେଖାଇ ଲୁଟିଥିବା ଅଭିଯୋଗ ହୋଇଛି ।  ଲୁଟ୍ କରି ୪ ଦୁର୍ବୃତ୍ତ ଘଟଣା ସ୍ଥଲରୁ ଚମ୍ପଟ ମାରିଥିବା ଜଣାପଡ଼ିଛି ।

Comments are closed.