ଲୁଟ ପରେ ଧରାପଡ଼ିଲେ ଦୁର୍ବୃତ୍ତ

ବାଲେଶ୍ୱର / ସୋର : ସୋର ଥାନା ସମ୍ମୁଖରେ ଥିବା ଏକ ଟ୍ରକରୁ ରବିବାର ବିଳମ୍ବିତ ରାତିରେ ୩ ଜଣ ଦୁର୍ବୃତ୍ତ ଲୁଟ କରି ଧରାପଡ଼ିଛନ୍ତି। ଟ୍ରକରୁ ପ୍ରାୟ ୫୨୦୦ ଟଙ୍କା ଓ ଦୁଇଟି ମୋବାଇଲ ଲୁଟ କରି ଦୁର୍ବୃତ୍ତମାନେ ଏକ ବୁଦା ତଳେ ଲୁଚିଥିଲେ। ପୁଲିସ ସେମାନଙ୍କ ପିଛା କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା। ଲୁଟେରାମାନେ ପିଠନ ମହଲା ଓ ପାରମହଲାର ବୋଲି ସୂଚନା ମିଳିଛି।

Comments are closed.