ରାଜଧାନୀରେ ମାତିଛନ୍ତି ଲୁଟେରା ; ଇଞ୍ଜିନିୟରଙ୍କ କାରରୁ ଲୁଟ୍ ଅଭିଯୋଗ

ଭୁବନେଶ୍ବର : ଦିନ ଦ୍ବିପ୍ରହରରେ ଜଣେ ଇଞ୍ଜିନିୟରଙ୍କ କାରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ନୟାପଲ୍ଲୀ ପାସପୋର୍ଟ କାର୍ଯ୍ୟାଳୟ ସମ୍ମୁଖରୁ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ରାସ୍ତାରେ କାର ରଖି ପାସପୋର୍ଟ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ କାର କାଚ ଭାଙ୍ଗି ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

Comments are closed.