ମାରଣାସ୍ତ୍ର ଦେଖାଇ ଗହଣା ଦୋକାନୀଙ୍କ ଠାରୁ ଲୁଟ ଅଭିଯୋଗ

ସୋର : ବାଲେଶ୍ୱର ଜିଲା ଅନ୍ତର୍ଗତ ସୋର ଭୋଗପୁର ଗାଁ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଗହଣା ଦୋକାନୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ୧କେଜି ରୂପା ଗହଣା, ୫୦ ଗ୍ରାମ ସୁନା ଗହଣା, ୨୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି। ସୋର ସିମୁଳିଆ ଥାନା ସରୋ ବଜାରରେ ଦୋକାନୀଙ୍କ ଗହଣା ଦୋକାନ ଥିବା ଜଣାପଡ଼ିଛି।

Comments are closed.