ଜାମ୍ମୁ-କାଶ୍ମୀରର ସବୁ ଆସନରେ ଲଢିବ ଏନସି

0

ଶ୍ରୀନଗର : ଜାମ୍ମୁ-କାଶ୍ମୀର ୬ଟି ଯାକ ଆସନରେ ପ୍ରାର୍ଥୀ ଦେବା ଲାଗି ନ୍ୟାସନାଲ କନଫରେନ୍ସ (ଏନସି) ନିଷ୍ପତ୍ତି ନେଇଛି। ରାଜ୍ୟରେ କଂଗ୍ରେସ ସହିତ ମେଣ୍ଟ କରିବା ନେଇ ଏସି ପ୍ରସ୍ତାବ ଦେଇଥିବାବେଳେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବିଶେଷକରି ମେଣ୍ଟ ନେଇ ଏନସିର ପ୍ରସ୍ତାବ ଉପରେ କଂଗ୍ରେସ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହିଁ। ଫଳରେ ଏନସି ସମସତ୍ ୬ଟି ଯାକ ଆସନରେ ପ୍ରାର୍ଥୀ ଦେବାକୁ ଏକପ୍ରକାର ସ୍ଥିର କରିଛି।

Leave A Reply