ବିରଳ ଝିଟିପିଟି ଚୋରା ଚାଲାଣ; ପଶ୍ଚିମବଙ୍ଗ ସୀମା ପୁଲିସ ହାତରେ ୨ଗିରଫ

0

ମାଲଦା: ବିରଳ ଗେକୋ ଝିଟିପିଟି ଚୋରା ଚାଲାଣ କରୁଥିବାବେଳେ ପଶ୍ଚିମବଙ୍ଗ ସୀମାନ୍ତରେ ସେନା ପକ୍ଷରୁ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ବିରଳ ପ୍ରଜାତିର ଟୋକାଏ ଗେକୋ ଝିଟିପିଟି ଉଦ୍ଧାର କରାଯାଇଛି। ଏହି ଝିଟିପିଟି ବିରଳ ପ୍ରଜାତିର ହୋଇଥିବାବେଳେ ଏହି ବ୍ୟକ୍ତିମାନେ ସୀମା ଟପି ବାଂଲାଦେଶକୁ ଚାଲାଣ କରୁଥିବାବେଳେ ଧରା ପଡ଼ିଛନ୍ତି।

Leave A Reply