ପଟାଙ୍ଗୀରେ ମଦ ଭାଟି ଜାଳି ଦେଲେ ଦୁର୍ବୃତ୍ତ

କୋରାପୁଟ:  କୋରାପୁଟ ଜିଲ୍ଲାର ପଟାଙ୍ଗୀରେ ଥିବା ଏକ ଦେଶୀ ମଦ ଭାଟିକୁ ଶୁକ୍ରବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ପୋଡି ଦେଇଛନ୍ତି । ଏଥି ସହ ସେମାନେ ମଦ ଭାଟିରେ ଥିବା  ଜେନେରେଟର, ଭ୍ୟାନ ଓ ବାଇକକୁ  ଜାଳିଦେଇଛନ୍ତି । ସେଠାରେ ଏକ ପୋଷ୍ଟର ଲଗାଯାଇଥିବାବେଳେ ତୁରନ୍ତ ମଦ ଭାଟି ବନ୍ଦ କରିବାକୁ ସେଥିରେ ଚେତାବନୀ ଦିଆଯାଇଛି । ପୋଷ୍ଟରରେ ଲାଲସଲାମ ଉଲ୍ଲେଖ ଥିବାରୁ ଏହା ମାଓବାଦୀଙ୍କ କାଣ୍ଡ ବୋଲି ସନ୍ଦେହ କରାଯାଉଛି ।

Comments are closed.