ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ; ୧୦ ଆହତ

0

ସୋର : ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳର ଖଣ୍ଡା ସାହିରେ ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳରେ ୧୦ ଜଣ ଆହତ ​​‌ହୋଇଛନ୍ତି। ଖଣ୍ଡାସାହି ଗ୍ରାମର ଦୁଇ ମହାଳିକ ପରିବାର ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ଦୀର୍ଘ ଦିନ ଧରି ଗଣ୍ଡଗୋଳ ଲାଗି ରହୁଥିଲା। ଗୁରୁବାର ସକାଳେ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡରୁ ଗଣ୍ଡଗୋଳ ଘଟି ୧୦ ଆହତ ହୋଇଛନ୍ତି। ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରୁଛି।

Leave A Reply