ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହି ୫ଟି ଗୁଣ ଥାଏ ଅଧିକ

0

୧. ଭୋକ: ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଦୁଇ ଗୁଣ ଅଧିକ ଭୋକ ଲାଗିଥାଏ । ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ସତ୍ୟ ଅଟେ । ମହିଳାମାନଙ୍କୁ ନିଜ ଶରୀରର ଅବଶ୍ୟକତା ପୂରଣ କରିବା ପାଇଁ ପୁରୁଷଙ୍କ ଅଧିକ ଆହାର ନେଇଥାଆନ୍ତି ।

୨. ବୁଦ୍ଧିମାନ: ଚାଣକ୍ୟ ନୀତି ଅନୁସାରେ ପୁରୁଷ ତୁଳନାରେ ମହିଳାମନେ ଅଧିକ ବୁଦ୍ଧିମାନ ଓ ଚାଲକ ଅଟନ୍ତି । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ୪ଗୁଣ ଅଧିକ ବୁଦ୍ଧିମାନ ହୋଇଥାନ୍ତି ।

୩. ଲଜ୍ୟା : ପୁରୁଷମାନଙ୍କ ଠାରୁ ନାରୀମାନେ ଅଧିକ ଲାଜ କରନ୍ତି ।

୪. ସହନଶୀଳତା: ମହିଳାମାନେ ସକାଳେ ପ୍ରଥମେ ଉଠି ପୁରା ଦିନ ଘର କାମ କରନ୍ତି ଏବଂ ସବୁଠୁଁ ଡେରିରେ ମଧ୍ୟ ଶୁଅନ୍ତି । ଏହା ସେମାନଙ୍କର ସହନଶୀଳତାର ପରିଚୟ ଅଟେ ।

୫. ସାହସ: ଏହା ପୁରୁଷମାନଙ୍କୁ ଖରାପ ଲାଗିପାରେ କିନ୍ତୁ କଥାଟି ପୁରା ସତ । ପୁରୁଷମାନଙ୍କ ଠାରୁ ମହିଳାମାନେ ଅଧିକ ସାହାସୀ ହୋଇଥାନ୍ତି । ନିଜ ଆତ୍ମୀୟଙ୍କ ଉପରକୁ ବିପଦ ଆସିଲେ ମହିଳାମାନେ ଦୁର୍ଗା ରୂପ ଧାରଣ କରିଥାନ୍ତି । ଏପରି ଘଟଣାରୁ ମହିଳାମାନେ ସାହାସୀ ବୋଲି ବିବେଚିତ ହୁଏନ୍ତି ।

Leave A Reply