ଗୋଟା ଭେଣ୍ଡି ମସଲା

0

ଆବଶ୍ୟକ ସାମଗ୍ରୀ
ଭେଣ୍ଡି – ୨୫୦ ଗ୍ରାମ
ଅଦା,ପିଆଜ.ରସୁଣ ବଟା
ଲୁଣ
ତେଲ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଭେଣ୍ଡିର ଶେଷ ଅଂଶକୁ କାଟି ଏହାକୁ ଅଧ ଫାଳ କରି କାଟନ୍ତୁ। ଏହା ପରେ ଅଦା,ରସୁଣ,ପିଆଜ ବଟାରେ ଲୁଣ,ହଳଦୀ,ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ। ଏହି ମସଲାକୁ ଭେଣ୍ଡି ମଧ୍ୟରେ ଭର୍ତ୍ତି କରନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ପୂର୍ବ ପ୍ରସ୍ତୁତ ଭେଣ୍ଡିକୁ ପକାଇ ଏକ ପାତ୍ର ଘୋଡ଼ାଇ ଦିଅନ୍ତୁ। ୫ ରୁ ୧୦ ମିନିଟ ରଖି ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗୋଟା ଭେଣ୍ଡି ମସଲା ।

Leave A Reply