ପୁଣି ପାରଦୀପ ବନ୍ଦରରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

ପାରାଦୀପ: ପାରଦୀପ ବନ୍ଦରରେ ଶ୍ରମିକମାନେ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଛଟେଇ କର୍ମଚାରୀଙ୍କ ପୁନଃନିଯୁକ୍ତି ଓ ଅନ୍ୟତ୍ର ବଦଳିକୁ ବିରୋଧ କରି ଶ୍ରମିକସଂଘ ଆନ୍ଦୋଳନରେ ବସିଛି । ଫଳରେ ବନ୍ଦରରେ ମାଲ ପରିବହନରେ ସମସ୍ୟା ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଆନ୍ଦୋଳନସ୍ଥଳକୁ କେହି ଅସିନଥିବା ଜଣାପଡିଛି । ଏହା ପୂର୍ବରୁ ଦୁଇ ଥର ଶ୍ରମିକମାନେ ଆନ୍ଦେଳନରେ ବସିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା ।

Leave A Reply