କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ସାକ୍ଷ୍ୟ ଦେଲେ ଦୁଇ ଅଧିକାରୀ

0

ଜୟପୁର: କୁନ୍ଦୁଲି ନାବାଳିକା ଗଣଦୁଷ୍ମର୍ମ ଅଭିଯୋଗ ଘଟଣାରେ ଜୟପୁର ଜିଲା ସେସନ୍‍ କୋର୍ଟରେ ବିଚାରବିଭାଗୀୟ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ସାକ୍ଷ୍ୟ ଦେଇଛନ୍ତି ଦୁଇ ମହିଳା ପୁଲିସ ଅଧିକାରୀ। ପଟାଙ୍ଗୀ ଆଇଆଇସି ଦେବ ଗମାଙ୍ଗୋ ଓ ତଦନ୍ତକାରୀ ଅଧିକାରୀ ମମତା ପାଣିଗ୍ରାହୀ ସରକାରୀ ଓକିଲ ପ୍ରଭାକର ପଟ୍ଟନାୟକଙ୍କ ସହିତ ଆସି ସାକ୍ଷ୍ୟ ଦେଇଥିଲେ।

Leave A Reply