ମା’ ନାରାୟଣୀ ଠାକୁରାଣୀ ଯାତ୍ରା ଆରମ୍ଭ ; ଏକ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ

0

ଫୁଲବାଣୀ : ମା’ ନାରାୟଣୀ ଠାକୁରାଣୀ ଯାତ୍ରା ବୁଧବାର ରାତିରୁ ଆରମ୍ଭ ହୋଇଛି । ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଏହି ମାସେ ବ୍ୟାପୀ କାର୍ଯ୍ୟକ୍ରମରେ ୧୫ଟି ଜିଲ୍ଲାରୁୁ ୨୬ଟି ସାଂସ୍କୃତିକ ଦଳ ଅଂଶ ଗ୍ରହଶ କରିଛନ୍ତି । ଏଥିରେ ଏକ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଜଣା ପଡିଛି ।

Leave A Reply