କୋଟଗଡରେ କଂଗ୍ରେସର ଜାଗରଣ ଯାତ୍ରା

0

କୋଟଗଡ : କୋଟଗଡରେ ବ୍ଲକ କଂଗ୍ରେସର ଜାଗରଣ ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ଓଡିଶା କଂଗ୍ରେସ ପସିସି ସଭାପତି ନିରଂଜନ ପଟ୍ଟନାୟକ ଯୋଗଦେଇ ଓଡିଶାରେ ବିଜେଡିର ୧୮ ବର୍ଷର ବିଫଳତା ଓ ଦୁର୍ନିତି ସମ୍ପର୍କରେ ଗର୍ଜିବା ସହ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ମଧ୍ୟ ବିଶୋଦଗାର କରିଥିଲେ । କଂଗ୍ରେସ କ୍ଷମତାକୁ ଆସିଲେ କୃଷିରୁଣ ଛାଡ,ଭତା ୧୦୦୦ ଟଙ୍କାକୁ ବୃଦ୍ଧି ଏବଂ ଓଡିଶାରେ ବେକାରିଙ୍କୁ ଚାକିରି ଦେବ ବୋଲି ଘୋଷଣା କରିଥିଲେ । ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଅଜୟ ଚୌଧୁରୀ ମଧ୍ୟ ପଡିକାର୍ଡ ଦୁର୍ନିତି, କୃଷକ ଆତ୍ମହତ୍ୟା, ଚିଟଫଣ୍ଡ ଆଦି ସମ୍ପର୍କରେ କହିଥିଲେ ।

Leave A Reply