କୋରାପୁଟରେ ଗଞ୍ଜେଇ ଟ୍ରକ ଜବତ

0

କୋରାପୁଟ : କୋରାପୁଟ ସଦର ଥାନା ପୁଲିସ ପାଟ୍ରୋଲିଙ୍ଗ ସମୟରେ ଏକ ଗଞ୍ଜେଇ ବୋଝେଇ ଟ୍ରକ ଜବତ କରିଛି। ଜବତ ହୋଇଥିବା ଟ୍ରକର ବାହାର ପାଖରେ ଝାଡୁ ଥିବାବେଳେ ଭିତରେ ଗଞ୍ଜେଇ ରଖାଯାଇଥିଲା। ଏହି ଚଢଉରେ ପୁଲିସ ୭୪ ବସ୍ତା ଗଞ୍ଜେଇ ସହ ଟ୍ରକ ଚାଳକ ଓ ଜଣେ ହେଲଫରକୁ ଅଟକ ରଖିଛି। କୋରାପୁଟ ଆରକ୍ଷୀ ଅଧୀକ୍ଷକ କାନୱର ବିଶାଳ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Leave A Reply