ସମୁଦ୍ରରେ ବୁଡ଼ି ଯୁବକ ମୃତ

କୋଣାର୍କ : ରାମଚଣ୍ଡୀ ପାଖ ସମୁଦ୍ରରେ ବୁଡ଼ି ଶନିବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣଙ୍କ ରାମଚଣ୍ଡୀ ମୁହାଣରେ ଗାଧୋଉଥିବାବେଳେ ବୁଡ଼ିଯାଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣଙ୍କ ତାମିଲନାଡୁରେ ହୋଇଥିବାବେଳେ ସେ ଜଗତସିଂହପୁରରେ ରହି କାମ କରୁଥିଲେ। ଚନ୍ଦ୍ରଭାଗା ସାମୁଦ୍ରିକ ପୁଲିସ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Comments are closed.