ସହକାରୀ ଯନ୍ତ୍ରୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ

0

ଜଗତସିଂହପୁର :  ଜଗତସିଂହପୁର ପୂର୍ତ୍ତ ବିଭାଗ ଅଧିନରେ ଥିବା ବାଲିକୁଦା ସବ ଡିଭିଜନର ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ତାଙ୍କ ସରକାରୀ ବାସଭବନ, ବାଲିକୁଦା ଅଫିସ, ଜୟବଡ ଘର, ଶ୍ଵଶୁର ଘର, ଭୁବନେଶ୍ବରରେ ଥିବା ୨ଟି ଘରେ ଚଢାଉ କରାଯାଇଛି । ବେଆଇନ ସଂପତ୍ତି ଠୁଲ ମାମଲାରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି।

Leave A Reply