ମଦ ଜବତ, ୫ ଗିରଫ

0

ଖୁଣ୍ଟା : ଖୁଣ୍ଟା ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ଦେଶୀ ବିଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ମଦ ଜବତ କରିଛି। ଗିରଫ ମାନେ ଓ ସେମାନଙ୍କ ନିକଟରୁ ଜବତ ମଦର ପରିମାଣ ହେଉଛି ମହୁଲିଆ ଗ୍ରାମର ଶ୍ୟାମ ସୁନ୍ଦର ହେମ୍ବ୍ରମ(୩୫) ୮ଲିଟର ଦେଶୀମଦ, ରୁତେସାହିର ମଙ୍ଗଳା ହେମ୍ବ୍ରମ(୪୨) ୧୦ ଲିଟର, ଭଡରାଡିହି ଗ୍ରାମର ଦୁଇ ଜଣ ମାମି ସୋରେନ(୩୫)୧୨ ଲିଟର ଓ ରାମ ହାଁସଦା(୩୨)ଙ୍କ ନିକଟରୁ ୯ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ବିଦେଶୀ ମଦ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉପରକଡଦା ଗ୍ରାମର ସୁମନ୍ତ ଦାସ(୨୯)ଙ୍କ ନିକଟରୁ ଲି୧୫.୬୦୦ ବିୟର ଓ ଲି୧୩.୯୮୦ ରମ ଜବତ କରାଯାଇଥିଲା। ଗିରଫ ପୁରୁଷ ଓ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply