ଗୁଳିକାଣ୍ଡରେ ୧ମୃତ,୧ଆହତ

0

କୋଟାପାଡ : ଖୋର୍ଦ୍ଧା ଜିଲ୍ଲା ବୋଳାଗଡ ତହସିଲ ଅର୍ନ୍ତଗତ କୋଟପାଡ ଠାରେ ଏକ ଗୁଳିକାଣ୍ଡରେ ଜଣେ ମୃତ୍ୟୁ ବରଣ କରିଥିଲାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁଳିକାଣ୍ଡର କାରଣ ଜଣାପଡିନାହିଁ।

Leave A Reply