କାକୁଡି ଜୁସ

0

ଆବଶ୍ୟକ ସାମଗ୍ରୀ:
ପାଣି- ୨ଗ୍ଲାସ
କାକୁଡି- ୨ଟି
ଲେମ୍ବୁ ରସ
ଧନିଆ ପତ୍ର
ଅଦା(ଛୋଚା)
ବିଟ ଲୁଣ, ଚିନି


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ କାକୁଡିରୁ ଚୋପାକୁ ଚାଞ୍ଚି ଦିଅନ୍ତୁ। ତାପରେ କାକୁଡିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ଗ୍ରାଇଣ୍ଡରରେ କାକୁଡି,ପାଣି ଅଦା,ଧନିଆ ପତ୍ର, ବିଟ ଲୁଣ ଓ ଅଳ୍ପ ଚିନି ପକାଇ ପେଶି ଦିଅନ୍ତୁ। ତାକୁ ବାହାର କରି ଲେମ୍ବୁ ରସ ଚିପୁଡି ଦିଅନ୍ତୁ। ଜୁସକୁ ଭଲ ଭାବରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାକୁଡି ଜୁସ୍‍।

Leave A Reply