ସାପ କାମୁଡିବାରେ ଜଣେ ମୃତ

0

କେଶୀପୁର : ବାଲେଶ୍ୱର ଜିଲା କେଶିପୁର ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେଶୀପୁର ଉପେନ୍ଦ୍ର ମଳିକଙ୍କ ଝିଅ ରିଙ୍କିଙ୍କ ସାପୁ କାମୁଡାରେ ମୃତ୍ୟୁ ହୋଇଛି। ୧୦ ବର୍ଷିୟ ରିଙ୍କି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ।

Leave A Reply