୪ ଡକାୟତ ଗିରଫ

0

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ୪ଜଣିଆ ଡକାୟତ ଗ୍ୟାଙ୍ଗଙ୍କୁ ନକିରାଇ ପୁଲିସ ଗିରଫ କରିଥିବା ଜଣାପଡିଛି। ଗିରଫ କରି ଡକାୟତଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି, ୫୪ହଜାର ଟଙ୍କା ପୁଲିସ ଜବତ କରିଛି। ଏହି ଗ୍ୟାଙ୍ଗ ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ରାସ୍ତାରେ ନିୟମିତ ଡକାୟତି କରୁଥିବା କହିଛନ୍ତି।

Leave A Reply