ଟ୍ରକଧକ୍କାରେ ବାଇକଚାଳକ ମୃତ

0

କନ୍ଧମାଳ; କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳ ଅର୍ନ୍ତଗତ ଶିବାଛକ ନିକଟରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ବାଇକଚାଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକଚାଳକ ଗୌଡଗୁଡା ଗ୍ରାମପଞ୍ଚାୟତ ଅର୍ନ୍ତଗତ ଦିବଗୁଡା ଗ୍ରାମର ଉତ୍ତର ପ୍ରଧାନ ବୋଲି ଜାଣିବାକୁ ମିଳିଛି।

Leave A Reply