ବାପାଙ୍କ ଆସନରୁ ନିର୍ବାଚନ ଲଢିବେ ପୁଅ, କମଳନାଥଙ୍କ ଆସନରୁ ନକୁଳ ପ୍ରାର୍ଥୀ

ଛିନ୍ଦଓ୍ୱାଡା .- କମଲ ନାଥ ଏବେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ । ସେ ସାଂସଦ ଥିବା ଛିନ୍ଦଓ୍ୱାଡାରୁ ଏବେ ତାଙ୍କର ପୁଅ ନକୁଳ ଲୋକ ସଭା ପାଇଁ ପ୍ରାର୍ଥୀ ହେବେ । ମଙ୍ଗଳବାରରେ କଂଗ୍ରେସ ଘୋଷଣା କରିଥିବା ୧୨ଟି ପ୍ରାର୍ଥୀଙ୍କ ତାଲିକା ମଧ୍ୟରେ କମଲ ନାଥଙ୍କ ପୁଅ ନକୁଳଙ୍କର ନାମ ରହିଛି ।  ଛିନ୍ଦଓ୍ୱାଡାରୁ କମଳନାଥ ୯ ଥର ନିର୍ବାଚନ ଜିତିଛନ୍ତି ।

ନକୁଳ ଛିନ୍ଦଓ୍ୱାଡାରୁ ପ୍ରାର୍ଥୀ ହୋଇଥିବା ବେଳେ ଅଜୟ ସିଂ ରାହୁଲ ସିଦ୍ଧି ଲୋକସଭା ଆସନ, ଅରୁଣ ଯାଦବ ଖାଣ୍ଡଓ୍ୱା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ।

Comments are closed.