ଟ୍ରକ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ
କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ଅଳାବେରେଣୀ ନିକଟରେ ଏକ ମିନିଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ। ଖଟୁଆହତା ଗ୍ରାମର ସନୀଲ ଦେହୁରୀ କୌଣସି କାମ ପାଇଁ ସାଇକେଲରେ ଯିବା ସମୟରେ ଏକ ଟ୍ରକ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ହିଁ ସୁନୀଲଙ୍କ ମୃତ୍ୟୁ ହୋଇଛି।