କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ମିଳିବ ସହାୟତା

0

କେନ୍ଦ୍ରାପଡ଼ା : କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଶୁକ୍ରବାର କେନ୍ଦ୍ରାପଡ଼ାରେ ୩ ଲକ୍ଷରୁ ଅଧିକ ଭୂମିହୀନ ହିତାଧିକାରୀଙ୍କୁ କାଳିଆ ଯୋଜନାରେ ରାଜ୍ୟ ସରକାର ସହାୟତା ଆରମ୍ଭ କରିବେ। ସୂଚନା ଅନୁଯାୟୀ, ପ୍ରତି ଭୂମିହୀନ ଚାଷୀଙ୍କୁ ସରକାର ୩ଟି ପର୍ଯ୍ୟାୟରେ ୧୨ ହଜାର ୫ଶହ ଟଙ୍କା ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୫ ହଜାର, ଦ୍ୱିତୀୟ ପର୍ଯ୍ୟାୟରେ ୩ ହଜାର ଓ ତୃତୀୟ ପର୍ଯ୍ୟାୟରେ ୪ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ।

Leave A Reply